ରାଜଧାନୀ ପାଇଁ ଆଶ୍ବସ୍ତି: ଆକ୍ରାନ୍ତ କମିଲେ, ସୁସ୍ଥ ବଢ଼ି‌ଲେ

ଏମିତି ସ୍ଥିତି ଜାରି ରହିଲେ କରୋନା ନିୟନ୍ତ୍ରଣକୁ ଆସିବ: ବିଶେଷଜ୍ଞ ଭୁବନେଶ୍ବର : ଦୀର୍ଘ ଦିନ ପରେ ରାଜଧାନୀବାସୀଙ୍କୁ ଟିକେ ଆଶ୍ବସ୍ତ କଲା ଭଳି ଖବର ଆସିଛି। ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ଆଜି ୮୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୩୬ଜଣ ସୁସ୍ଥ ହୋଇଛନ୍ତି। ଯଦି ଏହି ଧାରା ଜାରି ରହେ ତେବେ ରାଜଧାନୀରେ କରୋନା ସଂକ୍ରମଣ ଖୁବ୍‌ ଶୀଘ୍ର ନିୟନ୍ତ୍ରଣକୁ ଆସିବ … Continue reading ରାଜଧାନୀ ପାଇଁ ଆଶ୍ବସ୍ତି: ଆକ୍ରାନ୍ତ କମିଲେ, ସୁସ୍ଥ ବଢ଼ି‌ଲେ